ସୁବ୍ରତ ବାଗଚୀଙ୍କ ସହ ଭାବ ବିନିମୟ!
ଗତକାଲି ଭୁବନେଶ୍ୱରର ଓ-ହବ୍ ଠାରେ ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା ଆୟୋଜିତ ଶ୍ରୀ ସୁବ୍ରତ ବାଗଚୀଙ୍କ ପ୍ରଶ୍ନୋତ୍ତର ଅଧିବେଶନରେ ଯୋଗ ଦେବାର ସୌଭାଗ୍ୟ ମୋତେ ମିଳିଥିଲା। ସେ ବିଖ୍ୟାତ ଆଇଟି ସଂସ୍ଥା ମାଇଣ୍ଡଟ୍ରିର ସହ-ପ୍ରତିଷ୍ଠାତା ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ର ଅଧ୍ୟକ୍ଷ ରୂପେ ପ୍ରଭାବକାରୀ ପଦକ...
Jan 15, 20234 min read46
